Saturday, May 2, 2026

ଅଣୁ ପରମାଣୁ ମଧ୍ୟରେ ଯେଉଁ ନିବିଡ଼ ବନ୍ଧନ

ଅଣୁ ପରମାଣୁ ମଧ୍ୟରେ ଯେଉଁ ନିବିଡ଼ ବନ୍ଧନ ସେହିଟି ନିଷ୍କାମ ପ୍ରେମ ଅଧାଗଢା ଆଲିଙ୍ଗନ ଚକାଡୋଳା ଆଖିରେ ଯେଉଁ ଅପଲକ କୃପା ସନ୍ତାପିତ ନିଷ୍ପାପ ହୃଦୟରେ ବୋଳେ ଚନ୍ଦନ

No comments:

Post a Comment