Tuesday, June 2, 2026

ଇନ୍ଦ୍ରିୟମାନେ ଅତି ଆନନ୍ଦ ବିଭୋର ହୁଅନ୍ତି

ଇନ୍ଦ୍ରିୟମାନେ ଅତି ଆନନ୍ଦ ବିଭୋର ହୁଅନ୍ତି ଲଭିଲେ ରୂପ ରସ ଗନ୍ଧ ଆଉ ଶବ୍ଦର ଝୁଡି ଆତ୍ମା ଧାରଣା ଦେଇଥାଏ ଗରୁଡ଼ ପଛରେ ବ୍ରହ୍ମଦାରୁଙ୍କର ଚରଣରେ ହେବାକୁ ଯୋଡି

No comments:

Post a Comment