Friday, June 19, 2026

ନିମ୍ବ କାଠରେ ଦିଅଁ ଗଢା ହେଲେ

ନିମ୍ବ କାଠରେ ଦିଅଁ ଗଢା ହେଲେ ବିଶ୍ୱ କର୍ମା ହେଲେ ସ୍ୱୟଂ ବଢ଼େଇ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ଗଲେ ଗୋରୀ ବେତରେ ଦିଏ ବାଡେଇ

No comments:

Post a Comment