Wednesday, June 17, 2026

କଳା ଶ୍ରୀମୁଖ ଶ୍ୟାମ ତ୍ରିଭଙ୍ଗ ଠାଣି ଛନ୍ଦା ପୟର

କଳା ଶ୍ରୀମୁଖ ଶ୍ୟାମ ତ୍ରିଭଙ୍ଗ ଠାଣି ଛନ୍ଦା ପୟର ଥରେ ଛୁଇଁଲେ ହସ୍ତରେ ଆମ୍ଭେ ହୋଇବା ଅମର ଶିରେ ଶିଖି ପୂଛ ମଧୁର ଅଧରେ ମୋହନ ବଂଶୀ ଥରେ ଶ୍ରବଣ କଲେ ଧ୍ୱନୀ ଆମ୍ଭେ ହେବା ଅଜର

No comments:

Post a Comment