Monday, June 15, 2026

ଇନ୍ଦ୍ରିୟ ସଂଯୋଗରେ ଦେହ ଚଳେ

ଇନ୍ଦ୍ରିୟ ସଂଯୋଗରେ ଦେହ ଚଳେ ବୁଦ୍ଧିର ସଂଯୋଗରେ ଚଳଇ ମହୀ ଅଥଳ ଅକୂଳ ଏହି ସଂସାର ସାଗର କୃଷ୍ଣ ଦାମୋଦର ମାଧବ ପାହି ପାହି

No comments:

Post a Comment