Tuesday, June 2, 2026

ଯତ୍ର ଯତ୍ର ହରି ସଦା ହରି ନାମ ସଂକୀର୍ତ୍ତନ

ଯତ୍ର ଯତ୍ର ହରି ସଦା ହରି ନାମ ସଂକୀର୍ତ୍ତନ ତତ୍ର ତତ୍ର ଶ୍ରୀ ଗୋବିନ୍ଦ ରାଧା ଛନ୍ଦା ଚରଣ କ୍ଷଣ ଅନୁକ୍ଷଣ ଅବାରିତ ସୁଧା ବାରି ବରଷା ବହୁତ ଦୂରେ ଯାନ୍ତି ଭଵ କ୍ଲାନ୍ତି ଜରା ମରଣ

No comments:

Post a Comment