Wednesday, June 3, 2026

ତୁମ୍ଭେ ମୋ ହୃଦୟ କମଳ ଭ୍ରମର ହେ କୃଷ୍ଣ

ତୁମ୍ଭେ ମୋ ହୃଦୟ କମଳ ଭ୍ରମର ହେ କୃଷ୍ଣ ସତ୍ୟ ତ୍ରେତା ଦ୍ୱାପର କଳିରେ ପ୍ରେମ ଅମର ଥରୁଟେ ଅପଲକ ହେ ପତା ଢ଼ାଳି ସ୍ମର ସ୍ମର ଜାତସ୍ମର ହେ ଅଛିଣ୍ଡା ଅଭୁଲା ବନ୍ଧନ ଆମର 🙏🙏🙏

No comments:

Post a Comment