Thursday, June 11, 2026

ଆତ୍ମା ଶାରୀ ତୁ ଉଡ଼ିଯା ପୁରୁଷୋତ୍ତମ ନୀଳକନ୍ଦରକୁ

ଆତ୍ମା ଶାରୀ ତୁ ଉଡ଼ିଯା ପୁରୁଷୋତ୍ତମ ନୀଳକନ୍ଦରକୁ ବିଭୋର ହୋଇ ଅତି ଉଚ୍ଚରେ ଗାଇବୁ ଶ୍ରୀରାମ ହରି କମଳା ହୃଦୟ କମଳ କରରେ କୃଷ୍ଣ ଆଉଁସି ଦେବେ ଦେବୁ ରାମ ଆକୁଳତା ଛନ୍ଦା ଚରଣରେ ଲୋଟି କରି

No comments:

Post a Comment