Friday, June 5, 2026

ନାଚ ଗୋବିନ୍ଦ ନାଚ ଗୋବିନ୍ଦ

ନାଚ ଗୋବିନ୍ଦ ନାଚ ଗୋବିନ୍ଦ ନାଚ ଗୋବିନ୍ଦ ହେ ପରମାନନ୍ଦ କାଳି ଦର୍ପ ଦଳା ଛନ୍ଦା ଚରଣରେ ଅମାନିଆ ନୁପୁର ରୁଣୁ ଝୁଣୁ ବାଳ ଗୋପାଳ କୃଷ୍ଣ ନୀଳ ମେଘ ଶରୀର ଅତି ସୁନ୍ଦର ଗମନ ଗଳାରେ ଲଳିତ ଗଳିତ ବନମାଳ ପୀତବାସ ଅଧରରେ ବେଣୁ

No comments:

Post a Comment