Monday, June 15, 2026

ସପ୍ତ ଫେଣା ବାସୁକୀ ଛାୟାରେ ଶୟନ

ସପ୍ତ ଫେଣା ବାସୁକୀ ଛାୟାରେ ଶୟନ ନିରନ୍ତର କମଳା ସେବନ୍ତି ଅଭୟ ପାଦ କେମିତି ଲଭିବି ଗୋବିନ୍ଦ ଚରଣ ରେଣୁ କେମିତି ଖଣ୍ଡିବ ଯମ ଭୟ ଭଵ ପ୍ରମାଦ

No comments:

Post a Comment