Wednesday, April 2, 2025

କମଳ ନୟନ ଶ୍ରୀହରି କମଳା ପତି

କମଳ ନୟନ ଶ୍ରୀହରି କମଳା ପତି ବୈଷ୍ଣବ ସଂସାରୀ ସେହି ମହାନ ଯତି ଯେଉଁ ପାଦକୁ ସଦା ସେବୁଥାନ୍ତି କମଳା ସେହି କମଳ ପାଦରେ ରହୁ ମୋ ମତି

No comments:

Post a Comment