Friday, April 11, 2025

ତୁମେ ଥିଲେ ମୋ ନୟନ ପଥରେ ହେ ବଂଶୀ ବଦନ

ତୁମେ ଥିଲେ ମୋ ନୟନ ପଥରେ ହେ ବଂଶୀ ବଦନ ଥାଉ ମାୟା କି ଥାଉ କାୟା ପତିତ କେଣେ ହଜିଯିବ ବୈଷ୍ଣବଙ୍କ ପାଦ ସେବାରେ ମନ ହୃଦୟକୁ ବିକିଥିବି କୃଷ୍ଣ ନାମ କୃଷ୍ଣ ଲୀଳା କୀର୍ତ୍ତନ ପତିତକୁ ଶୁଭୁଥିବ

No comments:

Post a Comment