Monday, April 14, 2025

ପଣା ସଂକ୍ରାନ୍ତି 14-04-2025

ମୃଦଙ୍ଗ ଢ଼ୋଲକ ମଞ୍ଜିରା ଗିନି ସମ୍ଭ୍ରବରେ ଜୋଡ ପାଣି ହୋଇ ଗୋବିନ୍ଦ ଛନ୍ଦା ପାଦରେ ଭିକ୍ଷା କଲେ ପ୍ରଭୁ ମଧୁର ବଂଶୀ ସ୍ଵନ ମୋହନ ବଂଶୀ ଧ୍ୱନିରେ ଦେହ ମନ ବଚନ ହେଲେ ଅଚେତନ ବଳଭଦ୍ର ଅନୁଜ ଦରବାର ହୋଇଲା ଚନ୍ଦନ ଅର୍ଗଳୀ ବୃନ୍ଦାବନ

No comments:

Post a Comment