Monday, April 7, 2025

କାହାଲାଗି ଗୋବିନ୍ଦ ଚିତ୍ର

କାହାଲାଗି ଗୋବିନ୍ଦ ଚିତ୍ର ପ୍ରତିମାଟିଏ କାହାଲାଗି ଗୋବିନ୍ଦ ପ୍ରାଣଠାରୁ ଅଧିକା କାହାଲାଗି ଗୋବିନ୍ଦ ଭାବ ଫରୁଆଟିଏ ଆଉ ମୁହିଁ ଝୁରିମରେ ଯେମିତି ରାଧିକା

No comments:

Post a Comment