Sunday, April 6, 2025

ଭୋଗ ରୋଗ ଯୋଗରେ ନୁହେଁ ସନ୍ତୋଷ

ଭୋଗ ରୋଗ ଯୋଗରେ ନୁହେଁ ସନ୍ତୋଷ ମନରେ ଗୋବିନ୍ଦ ଛନ୍ଦା ପାଦରେ ରସିବା ଯେତେ ଦିନ ଥିବା ଏହି ମାୟା ସଂସାରରେ ପଦ୍ମ ପୁଷ୍ପ ସମ ଆନନ୍ଦ ସାଗରରେ ଭାସିବା

No comments:

Post a Comment