Sunday, June 1, 2025

ଶ୍ୟାମ ମାଧବକୁ ମଣିଲି ମୋ ପରମ ଆଶ୍ରୟ

ଶ୍ୟାମ ମାଧବକୁ ମଣିଲି ମୋ ପରମ ଆଶ୍ରୟ କୃଷ୍ଣ ଛନ୍ଦାପାଦକୁ ଚିନ୍ତାକଲି ହୃଦୟ ପଦ୍ମରେ ସତେ ଅବା ଭେଟିବି ବନମାଳୀ ବେଣୁପାଣି ଯିଏ ଚିତ୍ତ ଚୋରି କରି ତେଜିଲେ ରାଧାରେ

No comments:

Post a Comment