Friday, June 13, 2025

ସତ୍ୟ ଯୁଗରେ ବଳି ମଥାରେ ରଖିଲ ତିନି ପାଦ

ସତ୍ୟ ଯୁଗରେ ବଳି ମଥାରେ ରଖିଲ ତିନି ପାଦ ତ୍ରେତାରେ କୈବର୍ତ୍ତ ଧୋଇଲା ବେନି ପଦ୍ମ ପାଦ ଦ୍ୱାପରରେ ଅର୍ଜୁନ ରଥରେ ସାରଥୀ ହୋଇଗଲ କଳିରେ ହେ ମହାବାହୁ କାହିଁ ପାଦ କି ଅପରାଧ

No comments:

Post a Comment