Tuesday, June 3, 2025

କିବା ଡ଼ଙ୍ଗରେ ସେ ଚାହିଁଲେ ଚକାଡୋଳା

କିବା ଡ଼ଙ୍ଗରେ ସେ ଚାହିଁଲେ ଚକାଡୋଳା ବଉଳ ଲୋ ପ୍ରାଣ ମୋହର ଲାଖି ରହିଲା ଏଡିକି ଭକତ ଗହଳିରେ କିବା କହିଥାନ୍ତି ବଉଳ ଲୋ ଦେହ ମନକୁ ଦେଇ ଅଇଲା

No comments:

Post a Comment