Sunday, November 23, 2025

ଅନେକ ଅନେକ ଜୀଵଙ୍କର ଆଖି ଦେଖିଲି

ଅନେକ ଜୀଵଙ୍କର ଆଖି ଗୁଡିକୁ ପାଖରୁ ଦେଖିଲି ତୁମ୍ଭର ଚକାଡୋଳା ଯୋଡିକ ଅମୃତ ଶଶୀ ସୂର୍ଯ୍ୟ ଅନେକ ଦୟାବନ୍ତ ମଣିଷ ଦେଖିଲି ହେ ମହାବାହୁ ହେ ପୁରୁଷୋତ୍ତମ ତୁମ୍ଭେ ଅପଲକ କେଡେ ଧର୍ଯ୍ୟ

No comments:

Post a Comment