Tuesday, November 25, 2025

ମନର ଭାବନା ଲେଖିକି ଏହି ପାଗଳା

ମନର ଭାବନା ଲେଖିକି ଏହି ପାଗଳା ତୁମ୍ଭ ଚନ୍ଦନ ଅର୍ଗଳୀରେ ରଖି ଦେଇଛି ସୂର୍ଯ୍ୟ ଚନ୍ଦ୍ର ଚକାଡୋଳା କେବେ ପଢିବ ଶୁଦ୍ର ଅଜ୍ଞାନ ପାପୀ ରାମ ଚାହିଁ ରହିଅଛି

No comments:

Post a Comment