Wednesday, November 26, 2025

ସକଳ ଶିକ୍ଷା ମୋହର ଶରୀର ରକ୍ଷାକୁ ଅସମର୍ଥ ହେ କୃଷ୍ଣ

ସକଳ ଶିକ୍ଷା ମୋହର ଶରୀର ରକ୍ଷାକୁ ଅସମର୍ଥ ହେ କୃଷ୍ଣ ହେ ଅପଲକ ଚକାଡୋଳା ଆତ୍ମାକୁ ତୋହର ଜିମା ଦେଲି ବାଳ କିଶୋର ଯୌବନ ଵୃଦ୍ଧ ମୋହର ଅପଚୟ ହୋଇଲା ଛନ୍ଦା ପାଦରେ ଶରଣକୁ ଗରୁଡ ପଛରେ ଉର୍ଦ୍ଧ୍ୱ ବାହୁ ହେଲି

No comments:

Post a Comment