Saturday, November 22, 2025

ତୁମ୍ଭରି ବେନି ବିଶାଳ ନୟନ ରବି ସୁଧାକର

ତୁମ୍ଭରି ବେନି ବିଶାଳ ନୟନ ରବି ସୁଧାକର ହେ ଚକାଡୋଳା ଯାହାଙ୍କ କିରଣ ଲାଗିଣ ଅଖିଳ ସକଳ ପୁଷ୍ପମାନେ ଧନ୍ୟ ଧନ୍ୟ ତୁମ୍ଭରି ବେନି ସରସିଜ ଚରଣ ମୋର ମାଆ ସିନ୍ଧୁସୁତାର ଆତ୍ମା ସେହି ବ୍ରହ୍ମଦାରୁଙ୍କୁ ଶେଷନାଗ ଛାୟାରେ ସର୍ବଦା କରଇ ମାନ୍ୟ

No comments:

Post a Comment