Thursday, November 20, 2025

କାଳୀୟ ଦଳନ ତ୍ରିଭଙ୍ଗ ବାଳ ଗୋପାଳ ଅଧରେ ବଂଶୀ

କାଳୀୟ ଦଳନ ତ୍ରିଭଙ୍ଗ ବାଳ ଗୋପାଳ ଅଧରେ ବଂଶୀ ଛନ୍ଦା ଚରଣକୁ ଜନନୀ କମଳା ଲୁଚାଇଲୁ କରାଞ୍ଜୁଳିରେ ଅଖିଳ ବ୍ରହ୍ମାଣ୍ଡର ସେବା କରୁ କରୁ ପଦ୍ମନାଭ ଶୋଇଛନ୍ତି ଅନୁମତି ଦେଲେ ମା ଚନ୍ଦନ ଲାଗି କରନ୍ତି ବନମାଳୀରେ

No comments:

Post a Comment