Friday, November 21, 2025

ବଡ ଦେଉଳ ଠାକୁରାଣୀ ମାଆ କମଳା

ବଡ ଦେଉଳ ଠାକୁରାଣୀ ମାଆ କମଳା ତୋ ପିନ୍ଧା ପଣତ କାନିରେ ପୋଛିଦେବୁ ନିର୍ମଳ ବିମଳ ଅମଳ ହେବ ପାପି ଦେହ ଗୋବିନ୍ଦ ଚିହ୍ନିବେ ଆତ୍ମଜ ପାଶକୁ ନେବୁ

No comments:

Post a Comment