Sunday, November 23, 2025

ସଂସାର ଜଞ୍ଜାଳରେ ଦେହ ମନ ଅତି ଦରଜ ହେଉଥିଲା

ସଂସାର ଜଞ୍ଜାଳରେ ଦେହ ମନ ଅତି ଦରଜ ହେଉଥିଲା ରାମ ରାମ ରାମ ନାମ ହରି ଚନ୍ଦନ ଧ୍ୱନିକୁ ବୋଳି ହେଲି ସଂସାର ଗଲା ସଂସାର ତା ବାଟରେ ଜଞ୍ଜାଳକୁ ସାଥିରେ ଗରୁଡ ପଛରୁ ଚକାଡୋଳାଙ୍କର ଚନ୍ଦନ ଲାଗି ଦେଖୁଥିଲି

No comments:

Post a Comment