Wednesday, December 3, 2025

କଳ୍ପନା ପ୍ରେମରେ ହୋଇ ବାୟା ହେ କୃଷ୍ଣ

କଳ୍ପନା ପ୍ରେମରେ ହୋଇ ବାୟା ହେ କୃଷ୍ଣ ହେ କୃଷ୍ଣ ଅସମର୍ଥ ବୁଝିବାକୁ ତୁମ୍ଭ ମାୟା ଇନ୍ଦ୍ରିୟ ମେଳେ ହଜିଲା ଜ୍ଞାନ ହେ କୃଷ୍ଣ ହେ କୃଷ୍ଣ ଛନ୍ଦା ଚରଣେ ରଖ ବହି ଦୟା

No comments:

Post a Comment