Thursday, December 11, 2025

ଓଁ ହରି ନାରାୟଣ

ଓଁ ହରି ନାରାୟଣ ଓଁ ହରି ନାରାୟଣ ଓଁ ହରି ନାରାୟଣ ଅତି ସମ୍ଭମରେ ଜନନୀ ଲକ୍ଷ୍ମୀ ସେବୁଛନ୍ତି କମଳ ଚରଣ ଓଁ ହରି ନାରାୟଣ ଓଁ ହରି ନାରାୟଣ ଓଁ ହରି ନାରାୟଣ ଅତି ଅଜ୍ଞାନୀ ଜନ ମୁହିଁ ପାବନ ଚରଣରେ ଚିନ୍ତିଲି ଶରଣ

No comments:

Post a Comment