Saturday, December 13, 2025

ଭକ୍ତ ଗହଳିରେ ବଡ ଚହଳ

ଭକ୍ତ ଗହଳିରେ ବଡ ଚହଳ ପକାଇ ନୀଳାଦ୍ରୀନାଥ ଆସୁଛନ୍ତି ହଲାଇ ମଥା ବିଶାଳ ହୃଦରେ ଟିକେ ଦୟା ହୁଅନ୍ତାନି ଆଉଜି ଯାଇ କହି ପକାନ୍ତି ମନ କଥା

No comments:

Post a Comment