Thursday, December 4, 2025

ନିରାକାର ସକଳାକାର ଓଁକାର ତୁମ୍ଭେ ହିଁ ହେ କୃଷ୍ଣ

ନିରାକାର ସକଳାକାର ଓଁକାର ତୁମ୍ଭେ ହିଁ ହେ କୃଷ୍ଣ କୃଷ୍ଣ ହେ ଷଡ ରିପୁ କଲେ ମୋତେ ଅତି କଦାକର ନିରନ୍ତର ନୟନ ପଥରେ ଖୋଜଇ ଛନ୍ଦା ଚରଣକୁ ହେ ରାଧା ଚିତ୍ତ ଚୋର ଆଶା ହେବ କିଵା ସାକାର

No comments:

Post a Comment