Sunday, December 7, 2025

ନଦୀ ଖୋଜି ଖୋଜି ବୁଲୁଥାଏ ମହାସାଗର ବେଳାକୁ

ନଦୀ ଖୋଜି ଖୋଜି ବୁଲୁଥାଏ ମହାସାଗର ବେଳାକୁ ଶ୍ରୀ ଜଗନ୍ନାଥ ଖୋଜୁଥାନ୍ତି ନିଷ୍କାମ ପ୍ରେମିକର ଘରକୁ ମହାସାଗରେ ମିଳିଲେ ନଦୀ ହରାଏ ସକଳ ସମ୍ପତ୍ତି ଛନ୍ଦା ପାଦରେ ଶରଣ ପଶିଲି ଭରିବେକି ଏ ହୃଦକୁ

No comments:

Post a Comment