Tuesday, December 9, 2025

ଯାହା ଶିର ଲଭେ ଛନ୍ଦା ଚରଣ ରେଣୁ

ଯାହା ଶିର ଲଭେ ଛନ୍ଦା ଚରଣ ରେଣୁ ତାହାକୁ କେତେ ଦୂର ଆଉ କୃଷ୍ଣ ବେଣୁ ଯାହା ହୃଦୟ ପଦ୍ମ ଲଭେ ଛନ୍ଦା ଚରଣ ଶୁଣିପାରେ କାଳିଦଳା ପାଦ ରୁଣୁ ଝୁଣୁ

No comments:

Post a Comment