Sunday, April 13, 2025

ଜପ ଜପ ମନ କୃଷ୍ଣ କୃଷ୍ଣ କୃଷ୍ଣ ଗୋବିନ୍ଦ

ଜପ ଜପ ମନ କୃଷ୍ଣ କୃଷ୍ଣ କୃଷ୍ଣ ଗୋବିନ୍ଦ ଯଦି ତୁହି ମର ଶରୀରରେ ଚାଖିବୁ ସୁଧା ଚିନ୍ତ ହୃଦୟରେ ହରି ହରି ହରି ଗୋବିନ୍ଦ ମୋହନ ବଂଶୀ ରୂପରେ ଦେଖିବୁ ରାଧା

No comments:

Post a Comment