Sunday, April 13, 2025

ମନ ହେବ ଅଚିନ୍ତା ଦେହରେ ଝାଳ ହୋଇ

ମନ ହେବ ଅଚିନ୍ତା ଦେହରେ ଝାଳ ହୋଇ ମଧୁର ତିକ୍ତ ବର୍ତ୍ତମାନ ହୋଇଯିବ ଅତୀତ ଶରୀର ହେବ ଅଶରିରୀ ଭୁଞ୍ଜି କୈବଲ୍ୟ ତୋ ବାଇଶିପାହାଚ ଚଢ଼ୁଥିବ ଏହି ପତିତ

No comments:

Post a Comment