Thursday, November 13, 2025

ଯେଉଁ ପାଦ କମଳକୁ ସେବୁ ନିରତ ହୃଦରେ ଥୋଇ

ଯେଉଁ ପାଦ କମଳକୁ ସେବୁ ନିରତ ହୃଦରେ ଥୋଇ ମାଆ ଗୋ ଅଖିଳ ଜନନୀ କମଳିନୀ ଶ୍ରୀହରି ପ୍ରିୟା ସେହି ପାଦ ପଙ୍କଜ ମଧୁରୁ ରେଣୁଏ ଦିଅ ମାଆ ଗୋ ମନ ଭ୍ରମର ହୃଦେ ସକଳ ଜନ୍ମର ତୃଷା କର ଦୟା

No comments:

Post a Comment