Friday, November 14, 2025

କୃଷ୍ଣ ରୂପ ଦୁଇ ନୟନ ଅଞ୍ଜନ କଲି

କୃଷ୍ଣ ରୂପ ଦୁଇ ନୟନ ଅଞ୍ଜନ କଲି ରାମ ନାମକୁ ଦୁଇ କର୍ଣ୍ଣରେ କୁଣ୍ଡଳ ଚକାଡୋଳା ହସ୍ତ ଧରି ପଥ ଚାଲିଲି ହୃଦରେ ସ୍ମିତ କଳା ଶ୍ରୀମୁଖ ମଣ୍ଡଳ

No comments:

Post a Comment