Sunday, November 16, 2025

ନଦୀଟିଏ ମିଳିଗଲେ ମହୋଦଧିରେ

ନଦୀଟିଏ ମିଳିଗଲେ ମହୋଦଧିରେ ତାହାର ପ୍ରତିଟି ବୁନ୍ଦା ଜଳ ହୁଏ ନୀଳ ଜୀବନଟେ ଅନୁକ୍ଷଣ ହୁଏ ସୁଧା ମଧୁର ଥରେ ଲଭିଲେ କୃଷ୍ଣ ଛନ୍ଦା ପାଦ ତଳ

No comments:

Post a Comment