Tuesday, November 11, 2025

ବ୍ରହ୍ମ ନିରୂପଣ

ବ୍ରହ୍ମ ନିରୂପଣ ଆଶା ଛାଡି ଦେଲି ମୋ ଲାଗି ସବୁଠାରୁ କଠିନ ପାଠ କାଷ୍ଠ ପାଷାଣ ପ୍ରସାଦରେ ବଞ୍ଚିଲି ଆତ୍ମା ନ ଚିହ୍ନି ଆଶ୍ରା ମନ୍ଦିର ମଠ

No comments:

Post a Comment