Wednesday, November 12, 2025

ଅପ୍ରମେୟ ବିସ୍ତାରିତ ବ୍ରହ୍ମଦାରୁ ବାହୁଛାୟା

ଅପ୍ରମେୟ ବିସ୍ତାରିତ ବ୍ରହ୍ମଦାରୁ ବାହୁଛାୟା ଚାରିବାହୁ ବଳରାମ ସୁଭଦ୍ରା କୃଷ୍ଣ ସୁଦର୍ଶନ ଚକାଡୋଳା ନୟନ ସୂର୍ଯ୍ୟ ଚନ୍ଦ୍ରର ପ୍ରକାଶ ଫଳ ସୁଧା ଭରା ପତ୍ର କରନ୍ତି ହରି କୀର୍ତ୍ତନ

No comments:

Post a Comment