Thursday, November 6, 2025

ଅହିରାଜ ସନ୍ତାନ ହେଲେ କିବା କେବ ହେ ଜଗନ୍ନାଥ

ଅହିରାଜ ସନ୍ତାନ ହେଲେ କିବା କେବ ହେ ଜଗନ୍ନାଥ ହେ ବ୍ରହ୍ମଦାରୁ ଭଵ ବନ୍ଧନରେ ମୁହିଁ କାଣ୍ଡ ନଳ ସାପ ସାପୁଆ କେଳା ଭଵ ମାୟା ପେଡି ତୁହି ଚକାଡୋଳା ହେ ଅପଲକ ଠାରି କୁହ ତୁମ୍ଭେ ହିଁ ମୋର ମା ବାପ

No comments:

Post a Comment