Tuesday, November 11, 2025

ଯତ କିଞ୍ଚିତ ଶ୍ରଦ୍ଧା ଭକ୍ତି ଭରିଛ ମୋ ହୃଦୟରେ

ଯତ କିଞ୍ଚିତ ଶ୍ରଦ୍ଧା ଭକ୍ତି ଭରିଛ ମୋ ହୃଦୟରେ ସେଇଥିରୁ କିଞ୍ଚିତ ସମର୍ପଣ କଲି ଭକ୍ତି ଭାବରେ ମୋ ଷଡରିପୁ ଉଜାଗର ଅନୁକ୍ଷଣ କଡ଼ା ପ୍ରହରା ଛନ୍ଦାପାଦେ ବାନ୍ଧିଲି ପ୍ରାଣ ଭେଟିବିକି ପଦ୍ମନାଭ

No comments:

Post a Comment