Sunday, November 16, 2025

ହୃଦୟ କମଳରେ ବସ ହେ ବଡ ଠାକୁର

ହୃଦୟ କମଳରେ ବସ ହେ ବଡ ଠାକୁର ଷଢ଼ରିପୁ ଵାସ କରିବାକୁ ନ ପାଆନ୍ତୁ ସ୍ଥାନ ଇନ୍ଦ୍ରିୟମାନଙ୍କୁ ହରିଦାସ ସେବାରେ ରଖ କେବଳ ନିଷ୍କାମରେ ନିରନ୍ତର ରହୁ ମନ

No comments:

Post a Comment