Saturday, November 15, 2025

ସମ୍ପୂର୍ଣ୍ଣ ଜଗତର

ସମ୍ପୂର୍ଣ୍ଣ ଜଗତର ନାଥ ଜଗନ୍ନାଥ ସଜୀଵ ନିର୍ଜୀଵ ଅଛିଦ୍ରେ ବ୍ୟାପ୍ତ ବୈଷ୍ଣବ ଶୈବ ଶାକ୍ତ ପଥ ପ୍ରାପ୍ତି ଚତୁର୍ଦ୍ଧା ସ୍ମରଣରେ ବ୍ରହ୍ମାଣ୍ଡ ତୃପ୍ତ

No comments:

Post a Comment