Sunday, November 16, 2025

କଇଁ କଇଁ କାନ୍ଦେ ପିଞ୍ଜରାବଦ୍ଧ ସକଳ ଚଢେଇ

କଇଁ କଇଁ କାନ୍ଦେ ପିଞ୍ଜରାବଦ୍ଧ ସକଳ ଚଢେଇ ମୁକ୍ତିର ପ୍ରାର୍ଥନାକୁ କେଳା ମାତ୍ରେ ଦିଏ ଆଡେଇ ଚଢ଼େଇର ଗଳାକୁ ରୁନ୍ଧି ଛେଦିଣ ଜୀବନ ବଞ୍ଚେ ବିଷ୍ଣୁ ମୋହିନୀ ମାୟା ଆତ୍ମାକୁ ଦିଏ ଘୋଡେଇ

No comments:

Post a Comment