Tuesday, November 11, 2025

ବୈକୁଣ୍ଠରେ ବଢ଼ା ହେଲାଣି ଛପନ ଭୋଗ

ବୈକୁଣ୍ଠରେ ବଢ଼ା ହେଲାଣି ଛପନ ଭୋଗ ମାଆ କମଳା ଦୁଆରେ ଅନେଇ ବସିଛନ୍ତି ଭକ୍ତିର ଅର୍ପଣ ଭାବଗ୍ରାହୀଙ୍କୁ ଅମୃତ ସମ ଖୋଜୁଛି ମନ୍ଦିର ମଠ କେଉଁଠି ରସିଛନ୍ତି

No comments:

Post a Comment