Wednesday, November 12, 2025

ଦେହକୁ ତେଜିଣ ଅତି ଗାଢ଼ ନିଦ୍ରା କୋଳରେ

ଦେହକୁ ତେଜିଣ ଅତି ଗାଢ଼ ନିଦ୍ରା କୋଳରେ ମନ ଜୀବ ଆତ୍ମା ଚତୁର୍ଦ୍ଧାଙ୍କୁ ପରିକ୍ରମଣ କଲା ବ୍ରାହ୍ମ ମୁହୂର୍ତ୍ତରେ ଆତ୍ମା ବ୍ରାହ୍ମଣ ଅପଲକ କୃପା ବାଳ ଅରୁଣ କିରଣରେ ଆତ୍ମାକୁ ଚିହ୍ନି ହେଲା

No comments:

Post a Comment