Sunday, November 16, 2025

ଅପଲକ ହୋଇ ଚାହିଁଅଛ କିମ୍ପାଇଁ ହେ ପଦ୍ମନାଭ

ଅପଲକ ହୋଇ ଚାହିଁଅଛ କିମ୍ପାଇଁ ହେ ପଦ୍ମନାଭ ମହାଭାରତ ଯୁଦ୍ଧ ପରେ ଶେଷ ହୋଇ ନାହିଁ ଧର୍ମ କଳି ଗଳିରେ ଗଳିରେ ନିଶା ମାଂସ ବେଶ୍ୟା ନୃତ୍ୟ ପାବନ କର ବସୁଧା ହେ ଚକାଡୋଳା ଆତ୍ମା ରାମ

No comments:

Post a Comment