Sunday, November 16, 2025

ଅତିବ ଦୁଃସାଧ୍ୟ ଏହି ମୋହର ମନକୁ ମନେଇବା

ଅତିବ ଦୁଃସାଧ୍ୟ ଏହି ମୋହର ମନକୁ ମନେଇବା କିଞ୍ଚିତ କୃପାକର ହେ ବଂଶୀ ଅଧର ନନ୍ଦ ନନ୍ଦନ ହୃଦୟ କମଳରେ ରଖ ତୁମ୍ଭ ଅଭୟ ଛନ୍ଦା ପାଦ ସ୍ମରଣ ସ୍ଥାନରେ ଲୋଟି ଲେପୁଥିବି ଭକ୍ତି ଚନ୍ଦନ

No comments:

Post a Comment