Friday, November 14, 2025

ତୋତେ ଭେଟିବାକୁ ଅନେକ ଧାଇଁଲି

ତୋତେ ଭେଟିବାକୁ ଅନେକ ଧାଇଁଲି ତୁହି ଅପେକ୍ଷା କରୁଥିଲୁ ହୃଦ ମନ୍ଦିରେ ଆପଣାର ପରିଚୟ ଅନେକଙ୍କୁ ପୁଛିଲି ଆତ୍ମା ସନ୍ତୋଷ ଉତ୍ତର ଛନ୍ଦା ପାଦରେ

No comments:

Post a Comment