Friday, November 14, 2025

ମୁହିଁ ବୁଡ଼ିଗଲି ତୁମ୍ଭରି ଭାବ ସାଗରରେ

ମୁହିଁ ବୁଡ଼ିଗଲି ତୁମ୍ଭରି ଭାବ ସାଗରରେ ହେ ଚକାଡୋଳା ମୋ ପରିବାରକୁ ଚଳା ଅଥଳ ଅକୂଳ ସମୁଦ୍ର ଏ ସଂସାର ମାୟା ହେ ବ୍ରହ୍ମଦାରୁ ବଳରାମ ଭଦ୍ରା ନନ୍ଦବଳା

No comments:

Post a Comment