Thursday, November 13, 2025

ତୁହି ମୋ କୁମାର ପୂର୍ଣ୍ଣିମାର ରୁପା ଜହ୍ନ

ତୁହି ମୋ କୁମାର ପୂର୍ଣ୍ଣିମାର ରୁପା ଜହ୍ନ ତୁହି ମୋ ନନ୍ଦିଘୋଷରେ କଳା ବାମନ ତୋ ଛନ୍ଦା ପାଦେ ଭେଟି ଦେବା ପାଇଁ ଇନ୍ଦ୍ରିୟଙ୍କୁ ଠାରୁ ଲୁଚାଇ ଆଣିଛି ମନ

No comments:

Post a Comment